BREAKING
Loading...
:

ଖଣ୍ଡପଡ଼ା ଅଞ୍ଚଳରେ ହାତୀ ଆତଙ୍କ

 ଖଣ୍ଡପଡ଼ା ଅଞ୍ଚଳରେ ହାତୀ ଆତଙ୍କ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବନାଞ୍ଚଳ ଅଧିନସ୍ଥ ସାପୁଆ ଜଙ୍ଗଲରେ ୩ ଟି ହାତୀ ଚଳପ୍ରଚଳ ହେଉଥିବା ଜଣାପଡ଼ିବା ପରେ ବନବିଭାଗ କର୍ମଚାରୀ ସିଘାପଡା ,ଗଡିଆସାହି, ଅଁଳା ପଟା,କୋସକା ଆଡକଟା ପ୍ରଭୁ ତି ଗ୍ରାମ ବାସିନ୍ଦା ଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏସମ୍ପର୍କରେ ବନବିଭାଗ କର୍ମଚାରୀ ସୂଚନା ପାଇବାପରେ ବନ୍ୟାଞ୍ଚଳ ଅଧିକାରୀ ଉଦିତି କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟପାଳ ସନାତନ ସ୍ବାଇଁ , ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ବହୁ କର୍ମଚାରୀ ଓ କିଛି ଗ୍ରାମ ବାସିନ୍ଦା ଙ୍କ ସହଯୋଗ ରେ ହାତୀଙ୍କ ଗତି ବିଧି ଉପରେ ନଜର ରଖିଥିବା ଜଣାପଡିଛି। ବୁଧବାର ସନ୍ଧ୍ୟାରେ ଦଶପଲ୍ଲା ଜଙ୍ଗଲ ବାଟ ଦେଇ ସାପୁଆ  ସଂରକ୍ଷିତ ଜଙ୍ଗଲରେ ପସି ଆସିଛନ୍ତି ବନବିଭାଗ କର୍ମଚାରୀ ଙ୍କ ପକ୍ଷରୁ ଘୋଷଣା କରିଛନ୍ତି। ଜଙ୍ଗଲରେ ହାତୀମାନେ ଚଳପ୍ରଚଳ ହେଉଥିବା ରୁ ଅଞ୍ଚଳ ବାସୀ ସଜାଗ ରହିବାପାଇଁ ଖଣ୍ଡପଡ଼ା ବନାଅଞ୍ଚାଳ ଅଧିନସ୍ଥ କର୍ମଚାରୀ ଙ୍କ ଠାରୁ ସୁଚନା ଦିଆଯାଇଛି।।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS