BREAKING
Loading...
:

ପୂର୍ବ ଭାରତର ଛତିଶଗଡ଼ ରାଜ୍ୟର ବିଲାସପୁର ସହର (ଷ୍ଟାଡିୟମ୍ ନାମ) ଠାରେ ପ୍ରଥମ ଇଷ୍ଟ ଜୋନ୍ ଅସ୍ମିତ୍ ଖେଲୋ ଇଣ୍ଡିଆ ପେନଚକ ସିଲଟ ଅନୁଷ୍ଠିତ ହୋଇଯାଇଅଛି

 ପୂର୍ବ ଭାରତର ଛତିଶଗଡ଼ ରାଜ୍ୟର ବିଲାସପୁର ସହର (ଷ୍ଟାଡିୟମ୍ ନାମ) ଠାରେ ପ୍ରଥମ ଇଷ୍ଟ ଜୋନ୍ ଅସ୍ମିତ୍ ଖେଲୋ ଇଣ୍ଡିଆ ପେନଚକ ସିଲଟ ଅନୁଷ୍ଠିତ ହୋଇଯାଇଅଛି। 

ଭୁବନେଶ୍ୱର (ମଣିଭଦ୍ରା ଖବର) ୩୧/୦୧/୨୫ ରୁ ୦୨/୦୨/୨୦୨୫ ତିନିଦିନ ଧରି ଖେଳ ହୋଇଯାଇଅଛି। ପେନଚକ ଆସୋସିଏସନ୍ ରୁ ଦୁଇଜଣ ଖେଳାଳୀ ଅଂଶ ଗ୍ରହଣ କରିଅଛନ୍ତି। ସେଥିମଧ୍ୟରୁ ସିନିୟର୍ ବର୍ଗରେ ପି . ଇସ୍ପିତା (ସୋଲୋ) ରେ ରୋକ୍ଷୀୟ ପଦକ ହାସଲ କରିଛନ୍ତି। କେସ ଆବାର୍ଡ ୪୦୦୦ ଟଙ୍କା ପାଇଛନ୍ତି। (ରଧିବିକା ଗ୍ରୁପ୍ ଅଫ ଏକାଡେମୀ) 

ଏବଂ ସର୍ବ ଜୁନିଅର ଆସ୍କା ପେନଚକ ସିଲଟ ଆସୋସିଏସନ୍ ରୁ ଚିତ୍ରଲେଖା ନାହକ ତମ୍ବିୟୋ ପଦକ ହାସଲ କରିଛନ୍ତି। କେସ ଆବାର୍ଡ ୨୦୦୦ ଟଙ୍କା ପାଇଛନ୍ତି। ଗଞ୍ଜାମ ପେନଚକ ସିଲଟ ଆସୋସିଏସନ୍ ଜେନେରାଲ ସେକ୍ରେଟେରି ଶ୍ରୀଧର ସାହୁ ଏବଂ ଆସ୍କା ପେନଚକ ସିଲଟ ଆସୋସିଏସନର କୋଚ୍ କାହ୍ନୁଚରଣ ନାହାକ ଟ୍ରେନ ଯୋଗେ ଏମାନଙ୍କ ସହ ଯାତ୍ରା କରିଥିଲେ। ଏମାନଙ୍କୁ ସମ୍ବୋଧନ କରିବା ପାଇଁ ପେନଚକ ସିଲଟ ଆସୋସିଏସନର ଗଞ୍ଜାମ ଏବଂ ରଧିବିକା ଗ୍ରୁପ୍ ଅଫ ଏକାଡେମୀ ତରଫରୁ ସେମାନଙ୍କୁ ସମ୍ବୋଧନ କରାଯିବ। ସଭାପତି ରବି ସାହୁ ଉପସମ୍ପାଦକ ଭଗୁରାମ ପଣ୍ଡା ସ୍ନେହଂଶୁ ବିଷୋୟୀ, ସଂଜୀବ ପାଣଗ୍ରାହୀ, ରୁପରେଖା, ଆସୋସିଏସନ ତରଫରୁ ସମ୍ବୋଧନ କରାଯିବ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS