BREAKING
Loading...
:

ବିଧାନସଭା ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଐତିହ୍ୟ ଗ୍ରାମର ମାନ୍ୟତା ପାଇବ କଣ୍ଟିଲୋ ଖଣ୍ଡପଡ଼ା ରେ ହେବ ପ୍ଲାନ୍ ଟୋରୀୟମ।

 ବିଧାନସଭା ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଐତିହ୍ୟ ଗ୍ରାମର ମାନ୍ୟତା ପାଇବ କଣ୍ଟିଲୋ ଖଣ୍ଡପଡ଼ା ରେ ହେବ ପ୍ଲାନିଟୋରିୟମ। 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ବିଶ୍ଵବିଖ୍ୟାତ ଯୋର୍ତ୍ତୀବିଦ ପଠାଣି ସାମନ୍ତ ଙ୍କ ଜନ୍ମମାଟି ଖଣ୍ଡପଡ଼ା ରେ ସାମନ୍ତ ସ୍ମୃତିରଖ୍ୟା ଉଦ୍ୟଶୟେ ରେ ଖୁବ୍ ଶୀଘ୍ର ଏକ ପ୍ଲାନ୍ ଟୋରୀୟମ ପ୍ରତିଷ୍ଠା ହେବ ବୋଲି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ଦିନ ବିଧାନ ସଭାରେ ଘୋଷଣା କରିଛନ୍ତି। ଖଣ୍ଡପଡ଼ା ସହର ର ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଏନେଇ ମୂଖ୍ୟ ମନ୍ତ୍ରୀ ଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ। ମୂଖ୍ୟ ମନ୍ତ୍ରୀ ଙ୍କ ଏହି ଘୋଷଣା ପରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀବାସୀଙ୍କ ମଧ୍ୟରେ ନୂତନ ଆଶାର ପୁରଣ ହୋଇଛି। ସେହିପରି ନୟାଗଡ଼ ଜିଲ୍ଲା ର ପ୍ରମୂଖ ପ୍ରଜଟନୀସ୍ଥଳି ଭାବେ ପରିଚିତ ପ୍ରଭୁ ନୀଳମାଧବଙ୍କ ପୀଠ କଣ୍ଟିଲୋ ଗ୍ରାମ ରାଜ୍ୟ ସରକାର ଖୁବ୍ ଶୀଘ୍ର ଐତିହ୍ୟ ଗ୍ରାମର ମାନ୍ୟତା ପ୍ରଦାନ ଘୋଷଣା କରିଛନ୍ତି। ଯାହାକୁ ଖଣ୍ଡପଡ଼ା ଓ କଣ୍ଟିଲୋ ଅଞ୍ଚଳବାସୀ ସ୍ବାଗତ ଜଣାଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS