الصفحة الرئيسية ଅଧା_ରହିଲା_ମାଟ୍ରିକ_ପରୀକ୍ଷା Debi Prasad Dash فبراير 21, 2025 0 *ଅଧା_ରହିଲା_ମାଟ୍ରିକ_ପରୀକ୍ଷା** *ସୋର: ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର** *ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ** *ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର** *ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର*
إرسال تعليق