*ଚକାମୁଣ୍ଡାରେ ଓଲଟିଲା ସ୍କୁଲଭ୍ୟାନ*
କଟକ (ମାନସ କୁମାର ସାହୁ) କମଳାଡିହ ନରସିଂହପୁର ମୁଖ୍ୟ ରାସ୍ତାର ଚକାମୁଣ୍ଡା ନିକଟରେ ଓଲଟିଲା ସ୍କୁଲ ଭ୍ୟାନ ।ସୂଚନା ଅନୁଯାୟୀ ଭ୍ୟାନଟି ଜିଲିଣ୍ଡା ଏକ ସ୍କୁଲରୁ ପିଲାମାନଙ୍କୁ ଆଣିବା ସମୟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା ।ଭ୍ୟାନରେ ୨୦ ରୁ ୨୫ ପିଲା ଥିବା ଜଣା ପଡ଼ିଛି ।କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ମଣିଭଦ୍ରା ଖବର, କଟକ


Post a Comment