BREAKING
Loading...
:

ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣା ମେଣ୍ଟ

 ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣା ମେଣ୍ଟ :  

ଖଣ୍ଡପଡ଼ା ୯,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାର ପଡା ବାବା ସାହେବ ମିନି ଷ୍ଟାଡିୟମ ପରିସରରେ ମାଁ ମଙ୍ଗଳା କ୍ରିକେଟ କ୍ଲବ କିଶୋର ପ୍ରସାଦ କୁ ହରାଇ ଚଳିତବର୍ଷ ଚମ୍ପିୟାନ ହୋଇଥିବା ଜଣାପଡିଛି। କିଶୋର ପ୍ରସାଦ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ୬ଉଈକେଟ ହରାଇ ୧୨୮ ରନ୍ ସଂଗ୍ରହ କରିଥିଲେ ।

ଯଵାଵ ରେ ଦଶପଲ୍ଲା ଦଳ ୧୪ ଓଭର ରେ ୫ ଟି ଉଇକେଟରେ ୧୩୦ ରନ୍ ସଂଗ୍ରହ  କରି ବିଜୟ ହାସଲ କରିଥିଲେ। ଖେଳ କୁ ମହେନ୍ଦ୍ର ସ୍ବାଇଁ ଓ ବଳିଆ ନାହକ ପ୍ରମୁଖ ପରିଚାଳିତ କରିଥିଲେ

ଉଦ୍ ଯାପନ ଉତ୍ସବ ରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନ ଙ୍କୁ ଓଖେଳର ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS