କରିତକର୍ମା ପିଇଓ ଙ୍କ ବିରୁଦ୍ଧରେ ପୂର୍ବତନ ସରପଞ୍ଚ ଙ୍କ ସାଙ୍ଗତିକ ଅଭିଯୋଗ,, ଗଣ ମାଧ୍ୟମ ରେ ସରପଞ୍ଚ କଲେ ଖୁଲାସା
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ବ୍ଲକଅନ୍ତର୍ଗତ ଜେମା ଦେଇପୁର ପାଟଣା ର ପୂର୍ବତନ ସରପଞ୍ଚ ରୀନା ବାଳା ପୃଷ୍ଟି ଗଣ ମାଧ୍ୟମ ରେ ଅଭିଯୋଗ କରିଛନ୍ତି,ଅଭିଯୋଗ ଅନୁଯାୟୀ ଜେମା ଦେଇ ପୁର ପାଟଣା ଗ୍ରାମପଞ୍ଚାୟତ ରେ ସରପଞ୍ଚ ଥିବା ବେଳେ କାର୍ଯ୍ୟକାଳ ଭିତରେ ପିଇଓ ଗଗନ ବିହାରୀ ମିଶ୍ର ତାଙ୍କ ଦରମା ଆତ୍ମ ସାତ କରିଛନ୍ତି, ଦୀର୍ଘ କାର୍ଯ୍ୟକାଳ ଭିତରେ ଦୁଇ ବର୍ଷ 8ମାସ ର ତାଙ୍କ ପ୍ରାପ୍ୟ ନ ଦେଇ ତାଙ୍କୁ ହଇରାଣ ହରକତ କରୁଥିବା ଆମେ କହୁନୁ ଏହି ଘଟଣା କୁ ନେଇ ପୂର୍ବତନ ସରପଞ୍ଚ ଙ୍କୁ ହରକତ କରୁଥିବା ଖୋଦ ପୂର୍ବତନ ସରପଞ୍ଚ ଅଭିଯୋଗ ଆଣିଛନ୍ତି ଏହି ଘଟଣା କୁ ନେଇ ସରପଞ୍ଚ ବିଡ଼ିଓ ଓ କଲେକ୍ଟର ଓ ବିଧାୟକ ଡ ଅରୁଣ କୁମାର ସାହୁ ଙ୍କୁ ବିଷୟ ରେ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି, ବାଧ୍ୟ ହୋଇ ନିଜେ ପୂର୍ବତନ ସରପଞ୍ଚ ଏହି ଅଭିଯୋଗ ଆଣିବା ସହିତ ଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଦରମା ଦେବା ପାଇଁଗଣ ମାଧ୍ୟମ ରେ ନିବେଦନକରିଛନ୍ତି, ଏହି ଘଟଣା କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଘଟଣା କେବେ ସମାଧାନ ହେଉଛି ଦେଖୁବାକୁ ବାକି ରହିଲା ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق