*ସନ୍ଥ ଗୁରୁ ରବି ଦାସଙ୍କ ୬୪୮ତମ ଜୟନ୍ତୀ ପାଳିତ, ଗଞ୍ଜାମ*
(ମଣିଭଦ୍ରା ଖବର) ଆଜି ଗଞ୍ଜାମ ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି କିର୍ତ୍ତନ ଦାସଙ୍କ ପୋୖରହିତରେ ସନ୍ଥ କବି ରବି ଦାସଙ୍କ ୬୪୮ ତମ ଜୟନ୍ତୀ ଛତ୍ରପୁର B. J.P କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ତଥା ରାଜ୍ୟ ଅନୁସୁଚିତ ଜାତି ମୋର୍ଚ୍ଚା ସମ୍ପାଦକ ଶ୍ରୀଯୁକ୍ତ କୂଷ୍ଣଚନ୍ଦ୍ର ନାୟକ ଯୋଗଦେଇ ରବି ଦାସଙ୍କ ଜୀବନୀ କାହାଣୀ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ରୁପେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ସାବତ ଯୋଗ ଦେଇଥିଲେ, ଜିଲ୍ଲା ଉପସଭାପତି ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ,B.J.P ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଭାରତୀୟ ଜନତା ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ, ଜିଲ୍ଲା ମୋର୍ଚ୍ଚା ସାଧାରଣ ସମ୍ପାଦକ ତ୍ରିନାଥ ନାୟକ ଓ ଆଉଜଣେ ସାଧାରଣ ସମ୍ପାଦକ ଭୀମସେନ ବେହେରା,B.J.P ର ବରିଷ୍ଠ ନେତା ପ୍ରବିର ପାତ୍ର ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ସୁବାସ ଚୌଧୁରୀ ଅନୁସୁଚିତ ଜାତି ମୋର୍ଚ୍ଚା ଉପସଭାପତି ପଦ୍ମଚରଣ ନାୟକ ଓ ରବିବାରୀ ଦାସ, ବାଙ୍କନିଧି ସେଠୀ,ଅମର ଦାସ,ରାଜା ବେହେରା, ଜିତୁ ସେଠୀ, ରାଖୀ ଗୈାଡ, ନିରୁପମା ନାହାକ, ଲିପ୍ସା ଦାସ,କାଜଲ ଦାସ, ମୋହିନୀ ଦାସ, ଜ୍ୟୋତି ଦାସ, ଶିବାନୀ ଦାସ,ଦୀପା ଦାସ, ସସ୍ମିତା ଦାସ, ସରସ୍ବତୀ ଦାସ,ଝିମା ଦାସ,ସୁଭଙ୍ଗା ଦାସ,ଲକ୍ସା ଦାସ, ବିଷ୍ଣୁ ଚରଣ ଦାସ,ବାବୁ ଦାସ, ବିମ୍ବାଧର ବେହେରା, ଅନାଦି ବେହେରା,ସୁଭମ୍ ଦାସ, ରାହୁଲ ଦାସ, ତୋଫାନ ଦାସ, କ୍ରିଷ୍ଣା ଦାସ,ଅଜୟ ଦାସ, ଓମ୍ ଦାସ, ଆଶିଷ ଦାସ,ଅଜୁ ଦାସ,ସୁମନ ଦାସ, ସନ୍ତୋଷ ଦାସ,ଉତ୍ତମ ଦାସ, ଲକ୍ଷ୍ମୀ ଚରଣ ପାହାନ, ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିନାଥ ନାୟକ ପରିଚାଳନା କରୁଥିଲେ। ଶେଷରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଧନ୍ୟବାଦ ଦେଇଥିଲେ। ଦୁଇ ଶହରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق