BREAKING
Loading...
:

ଆଜିଠାରୁ ରିମାଣ୍ଡରେ ଆସିବ କୋଟିପତି ଚୋର ସ୍ପାଇଡର ସତୀଶ

 *ଭୁବନେଶ୍ୱର : ଆଜିଠାରୁ ରିମାଣ୍ଡରେ ଆସିବ କୋଟିପତି ଚୋର ସ୍ପାଇଡର ସତୀଶ...* 


*- ସତୀଶକୁ  ୫ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ*

*- ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଓ ନୟାପଲ୍ଲୀ ARSS ମାଲିକଙ୍କ ଘରୁ ଚୋରି ମାମଲା ନେଇ ପଚରା ଉଚୁରା କରିବ କମିଶନରେଟ ପୋଲିସ

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS