*ଭିଜିଲାନ୍ସ ଜାଲରେ ADEO...*
*- କୋଟପାଡ଼ ADEO ପାର୍ଥ ସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ*
*- ଆକାଉଣ୍ଟଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ଭିଜିଲାନ୍ସ ରେଡ୍*
*- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାର୍ଥସାରଥୀଙ୍କ ଘରେ ଚଢାଉ*
*- ଜୟପୁର ଓ କୋରାପୁଟ ସମେତ ୭ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ*
*- ରେଡରେ ୨ଅତିରିକ୍ତ SP, ୪DSP, ୬ଇନିସ୍ପେକ୍ଟର ଓ ୬ASI ସାମିଲ
ଡ. ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق