BREAKING
Loading...
:

ନିଯୁକ୍ତି ପାଇଲେ ୧୩ ମହିଳା ସ୍ବାସ୍ଥ୍ୟକର୍ମୀ

 ନିଯୁକ୍ତି ପାଇଲେ ୧୩ ମହିଳା ସ୍ବାସ୍ଥ୍ୟକର୍ମୀ 


ଖଣ୍ଡପଡ଼ା ୯,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ ମହିଳା ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସରକାର ଙ୍କ ପକ୍ଷରୁ ନିଯୁକ୍ତି ମିଳିଛି। ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ସ୍ବାସ୍ଥ୍ୟକର୍ମୀ ପଦବୀ ଗୁଡିକୁ ପୁରଣ ପରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେଉଥିବା ଜଣାପଡ଼ିଛି। ଖଣ୍ଡପଡ଼ା ଓନୂଆଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବୀ ଗୁଡିକ ମଧ୍ୟ ପୃରଣ ଦିଗରେ ସ୍ବାସ୍ଥ୍ୟ ବିଭାଗକୁ ଓ ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS