BREAKING
Loading...
:

ଗଣିଆରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଲେ ୨୯୮ ଜଣ

 ଗଣିଆରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଲେ ୨୯୮ ଜଣ

ଗଣିଆ (ମଣିଭଦ୍ରା ଖବର) ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଏହି ଅବସରରେ ଗଣିଆ ବ୍ଲକରେ ଥିବା ସାମନ୍ତରାୟ ମହାବିଦ୍ୟାଳୟ ଏବଂ ବନମାଳି ବାରିକି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ । ସାମନ୍ତରାୟ ମହାବିଦ୍ୟାଳୟରେ ୨୨୩ ଜଣ ପିଲା ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ୍ କରିଥିବା ବେଳେ ୨୧୭ ଜଣ ପରୀକ୍ଷା ଦେଇଛନ୍ତି ଏବଂ ୭ ଜଣ ଅନୁପସ୍ଥିତ ଅଛନ୍ତି । ସେହିପରି ବନମାଳୀ ବାରିକି ମହାବିଦ୍ୟାଳୟ ଆଡକଟାରେ ୮୧ ଜଣ ପରୀକ୍ଷା ଦେଇଥିବା ଜଣାପଡିଛି । ଆଜି ଉଭୟ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଥିବା ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ଏବଂ ସଞ୍ଜୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS