ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ରାସ୍ତା, କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାହାଡା ଛକ ଠାରୁ ବାଈ ଗୁଣିଆ ଗ୍ରାମକୁ ଥିବାରୁ ରାସ୍ତା ଟି ଜନସାଧାରଣ ଜିବା ଆସିବା ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି ଏଥିପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏହି ରାସ୍ତା ଦେଇ ଦିନରେ ୪ ଟି ପଞ୍ଚାୟତ ର ହଜାର ହଜାର ସଂଖ୍ୟାରେ ଯାତ୍ରୀ ମାନେ ଯାତ୍ରା କରିଥାନ୍ତି, ରାସ୍ତା ପାର୍ଶ୍ଵରେ ଥିବା ଖାଲ ଟିରେ ମାଟି ପକାଈ ଖାଲ। ପୁରଣକରିବା, ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟ ରେ ବିଜୁଳି ବେବସ୍ଥା କରାଇ ରାସ୍ତା ଆଲୋକି କରଣ ପାଇଁ ବାରମ୍ବାର ଦାବି କରିଛନ୍ତି ଜନସାଧାରଣ। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق