ଏୟାରପୋର୍ଟରୁ_୯_କୋଟିର_ଗଞ୍ଜେଇ_ଜବତ
* ଭୁବନେଶ୍ୱର ବିମାନ ବନ୍ଦରରୁ ୯ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ
* ଜଣେ ମହିଳା ଯାତ୍ରୀଙ୍କ ଠାରୁ ଜବତ କଲା କଷ୍ଟମ ବିଭାଗ
* ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି ଆଣୁଥିଲେ ମହିଳା
* ସଂପୃକ୍ତ ମହିଳାଙ୍କୁ ଗିରଫ କରିବା ସହ କଷ୍ଟମ ବିଭାଗର ତଦନ୍ତ ଆରମ୍ଭ
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق