BREAKING
Loading...
:

ସେରଗଡ଼ ଠାରେ ଦିବାରାତ୍ର ଭଳିବଲ ମ୍ୟାଚ ଅନୁଷ୍ଠିତ*

 **ସେରଗଡ଼ ଠାରେ ଦିବାରାତ୍ର ଭଳିବଲ ମ୍ୟାଚ ଅନୁଷ୍ଠିତ**

 ଭୁବନେଶ୍ଵର (ମଣିଭଦ୍ରା ଖବର ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସେରଗଡ଼ ଜୟ ଜଗନ୍ନାଥ ୟୁଥ କ୍ଲବ ତରଫରୁ ଦିବାରାତ୍ର ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣ।ମେଣ୍ଟ ରେ  ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ରେ ପିପଲପଦର ବନାମ ଖଇର ଭାଡ଼ି ମଧ୍ୟ ରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା ଫାଇନାଲ୍ ମ୍ୟାଚ ରେ ଖଇର ଭାଡ଼ି ଦଳ କୁ ପିପଳପଦର ଦଳ ପରାସ୍ତ କରି ଚାମ୍ପିୟାନ ହୋଇଥିଲା ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଅନ୍ୟ ଅତିଥି ଙ୍କ ମଧ୍ୟ ରେ କଳାହାଣ୍ଡି କଟପା ଭାବରେ ଖ୍ୟାତି ଅର୍ଜନ କରିଥିବା ସୁନୀଲ ମହାନନ୍ଦ ଓଟିଭି  ଜିଲ୍ଲା ପ୍ରତିନିଧି ରାଜକୁମାର ସିଂ ଦେଓ ଯୁବ ସମାଜ ସେବୀ କମଳ ଲୋଚନ ସାହୁ ଜିଲା ..କାରୋମ ଖେଳାଳି ଶ୍ୟାମ ମହାନନ୍ଦ ଯୋଗ ଦେଇଥିଲେ ।ଜୟ ଜଗନ୍ନାଥ ୟୁଥ କ୍ଲବ ର ସଭାପତି ଶ୍ରୀମାନ ପ୍ରତାପ ଭୋଇ ଙ୍କ ସମେତ କ୍ଲବ୍ ର ସମସ୍ତ ସଦସ୍ୟ ସମସ୍ତେ ଉପସ୍ଥିତ ଥିଲେ । 

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS