BREAKING
Loading...
:

ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ନୟାଗଡ଼ (ରୀନା ସାହୁ) ଗ୍ରାମାଞ୍ଚଳ ରେ ଫୁଟୁବଲ ଖେଳ କୁ ଲୋକପ୍ରିୟ କରିବା ସହ ଗାଁ ପ୍ରତିଭା  ମାନଙ୍କର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପୁରାତନ ଛାତ୍ର ସଂସଦ... ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ଟାଙ୍ଗୀ ଚିଲିକା ଷ୍ଟାଡିୟମ ରେ ଉଦଘାଟିତ ହୋଇ ଯାଇଅଛି ସର୍ବ ଭାରତୀୟ ଟାଙ୍ଗୀ କପ ଫୁଟୁବଲ ଟୁର୍ନାମେଣ୍ଟ... ଉଦଘାଟନ ଦିବସରେ ଓଡିଶା ର କ୍ରୀଡା ଛାତ୍ରବାସ କଟକ ଓ ବେଲଫେୟାର ୟୁଥ କ୍ଳବ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ.. ଖେଳର ପ୍ରଥମାର୍ଧ ବେଶ ସଂଘର୍ଷ ପୁର୍ଣ ହୋଇଥିଲା... ତେବେ କେହି କାହାରିକୁ  ଗୋଲ  ଦେଇ ପାରି ନଥିଲେ...ତେଣୁ ଫିଫା ନିୟମ ଅନୁଯାୟୀ ଟ୍ରାଇବ୍ରେକର ମାଧ୍ୟମ ରେ ଖେଳ ହୋଇଥିଲା...ଟ୍ରାଇବ୍ରେକର ମାଧ୍ୟମରେ ରାଉରକେଲା ଦଳ 6...5 ଗୋଲରେ ବିଜୟୀ ହୋଇ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି....

ଖେଳ ଦେଖିବାକୁ ପ୍ରବଳ ଭୀଡ଼ ପରିଲକ୍ଷିତ ହୋଇଥିଲା... ଦର୍ଶକ ମାନଙ୍କ ଭିଡ଼କୁ ଦେଖି ଆୟୋଜକ ସଂଗଠନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ମଣିଭଦ୍ରା ଖବର, ନୟାଗଡ଼ 

Post a Comment

أحدث أقدم
Header ADS