BREAKING
Loading...
:

ନିରଞ୍ଜନ_ପଟ୍ଟନାୟକଙ୍କ_ଘରେ_ED_ରେଡ୍‌

 *ନିରଞ୍ଜନ_ପଟ୍ଟନାୟକଙ୍କ_ଘରେ_ED_ରେଡ୍‌*

- *ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌*

- *ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ରେଡ୍‌*

- *କେଉଁ ଘଟଣା ନେଇ ED ରେଡ୍‌ କରୁଛି କିଛି ସ୍ପଷ୍ଟ ହୋଇନି*

- *ED ରେଡ୍‌ ନେଇ ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS