ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ଭଡ଼ାଟିଆଙ୍କୁ ଘର ଛାଡ଼ିବାକୁ କହିବା ପୂର୍ବରୁ ଘର ମାଲିକ ୧୫ ଦିନର ନୋଟିସ୍ ଦେବା ବାଧ୍ୟତାମୂଳକ
ଘର ମାଲିକ ଓ ଭଡ଼ାଟିଆଙ୍କୁ ନେଇ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବିନା ନୋଟିସରେ କହାକୁ ଘର ବା ଜାଗା ଛାଡ଼ି ଚାଲିଯିବାକୁ କୁହାଯାଇ ପାରିବ ନାହିଁ । ଭଡ଼ାଟିଆଙ୍କୁ ଘର ଘର ଛାଡ଼ିବାକୁ କହିବା ପୂର୍ବରୁ ଘର ମାଲିକ ୧୫ ଦିନର ନୋଟିସ୍ ଦେବା ବାଧ୍ୟତାମୂଳକ ବୋଲି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق