BREAKING
Loading...
:

ଆରବୀ ଭାଷାରେ ରାମାୟଣ ଓ ମହାଭାରତ ଅନୁବାଦକାରୀ ଓ ପ୍ରକାଶକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 ଆରବୀ ଭାଷାରେ ରାମାୟଣ ଓ ମହାଭାରତ ଅନୁବାଦକାରୀ ଓ ପ୍ରକାଶକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାମାୟଣ ଓ ମହାଭାରତର ଆରବୀ ଅନୁବାଦକ ଏବଂ ପ୍ରକାଶକଙ୍କୁ ଭେଟି ଖୁସି ହେଲେ ମୋଦି। କୁଏତର ପ୍ରତିଷ୍ଠିତ ଲେଖକ ଅବଦୁଲ୍ଲା ବୈରନ୍ ଏହି ଦୁଇ ଭାରତୀୟ ମହାକାବ୍ୟକୁ ଅନୁବାଦ କରିଥିବା ବେଳେ, ଏହାର ପ୍ରକାଶକ ହେଉଛନ୍ତି ଅବଦୁଲ୍ ଲତିଫ ଅଲ୍ ନସିଫ।


କୁଏତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଦୁଇଟି ଗ୍ରନ୍ଥରେ ଜୟ ଶ୍ରୀରାମ ଓ ଜୟ ଶ୍ରୀକ୍ରିଷ୍ଣା ଲେଖିବା ସହ ସ୍ୱାକ୍ଷର ଦେଇଛନ୍ତି ମୋଦି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS