BREAKING
Loading...
:

ଆଇନଜୀବୀଙ୍କୁ ଏସିଡ୍ ମାଡ

 ଆଇନଜୀବୀଙ୍କୁ ଏସିଡ୍ ମାଡ


ଭୁବନେଶ୍ଵର (ମଣିଭଦ୍ରା ଖବର) ଗଜପତି ଜିଲ୍ଲା ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି। ଜଣେ ଆଇନଜୀବୀ ଙ୍କ ଊପରେ କିଛି ଦୃବୁତ ଏସିଡି ମାଡ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।,ଗୁରୁତର ହୋଇଥିବା ବରିଷ୍ଠ ଆଇନଜୀବୀ ହେଲେ ପି ରାମା ରାଓ। ଗୁରୁତର ଅବସ୍ଥାରେ ରାମା ରାଓ ଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାମା ରାଓଙ୍କ ମୁହ ଓ ସରିର ରେ,  ଏସିଡ ମାଡ ଯୋଗୁ ଗଭୀର ଆଘାତଲାଗିଛି।,  ସୁଚନା ମୁତାବକ ହେଲମେଟ୍ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ବାଇକରେ ଆସି ତାଙ୍କର ଜଙ୍ଗମୁ ସାହି ସ୍ଥିତ ବାସଭବନରେ କବାଟ ବାଡେଇ ଡାକିଥିଲେ, ଆଇନଜୀବୀ ଘରର କବାଟ ଖୋଲୁ ଖୋଲୂ ଏସିଡ ଫୋପାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।  ପୋଲିସର ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କଳିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS