BREAKING
Loading...
:

*ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ

 ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ 

ଭୁବନେଶ୍ଵର (ମଣିଭଦ୍ରା ଖବର) ନିୟମିତ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗରେ ନୋଟିସ ଜାରି କରିଛନ୍ତି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ । ଏପରିକି ଏହି ଡାକ୍ତରମାନେ ଗତ ୬ ତାରିଖ ଦିନ ଜୟପୁରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିଭ୍ୟୁ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସମସ୍ତ ଡାକ୍ତରଙ୍କୁ ଆସନ୍ତାକାଲି ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS