BREAKING
Loading...
:

ପୁଣି ଗଞ୍ଜାମ ରେ ବାଘ ଆତଙ୍କ

 ପୁଣି ଗଞ୍ଜାମ ରେ ବାଘ ଆତଙ୍କ 


 ଚିକିଟି ନିର୍ବାଚନୀ ମଣ୍ଡଳୀ ରାମଚନ୍ଦ୍ର ପୁରୁ ପଞ୍ଚାୟତ ଅନ୍ତର୍ଗତ ପୋଡାପଦର ଗ୍ରାମ ନିକଟରେ ଥିବା ମନ୍ଦିର ପାଖରେ ବାଘ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ଗୁରୁବାର ରାତିରେ ଘଟିଛି ଘଟଣା । ଘଟଣାର ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS