*ଜାନୁଆରୀ ପ୍ରଥମ ସପ୍ତାହରୁ ମିଳିବ ଗହମ ; ଯୋଗାଣମନ୍ତ୍ରୀଙ୍କ ସୂଚନା*
*ଜାନୁଆରୀ ପ୍ରଥମ ସପ୍ତାହରେ* *ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ବିଭାଗ ତରଫ ରୁ ପ୍ରସ୍ତୁତି ଜାରି । କେଉଁ ଜିଲ୍ଲାରେ କେତେ ଆବଶ୍ୟକ ଗହମ ତାହାର ତାଲିକା ଦେବେ ଜିଲ୍ଲା ଅଧିକାରୀ । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ ।
ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment