BREAKING
Loading...
:

ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର*

 *ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର*



ବାଲେଶ୍ବର( ମଣିଭଦ୍ରା ଖବର) ବିଜେଡି କାଉନ୍‌ସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର -ରେମୁଣା ୧୧ ନଂ ୱାର୍ଡ କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର*

*କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ*

*-ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁପୁତ୍ରକୁ ଉଦ୍ଧାର କଲେ ଚାଇଲ୍ଡ ଲାଇନ୍‌.*

*-ଜିଲ୍ଲାପାଳଙ୍କ ପାଖରେ ଜଣେ ପୂର୍ବତନ ସରପଞ୍ଚ ଫେରାଦ ହୋଇଥିଲେ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS