BREAKING
Loading...
:

ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ସଦାଶିବ ପାତ୍ର

 ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ସଦାଶିବ ପାତ୍ର 

ଖଣ୍ଡପଡ଼ା (ମଣିଭଦ୍ରା ଖବର)  ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ତଥା ଲିଭ୍ ଲାଇଭ ଓଡ଼ିଆ ଚ୍ୟାନେଲର ସାମ୍ବାଦିକ ସଦାଶିବ ପାତ୍ର ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି । ପୁଣ୍ୟଭୂମି ଖଣ୍ଡପଡା ର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ସପ୍ତମ  ଶ୍ରାଦ୍ଧ ଦିବସ ତଥା ସ୍ମୃତି ଚାରଣ ସଭା ଅବସରରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର  ଦୁଷ୍ମନ୍ତ କୁମାର ସ୍ୱାଇଁ  ପୁଷ୍ପଗୁଚ୍ଛ , ଉତ୍ତରୀୟ ତଥା ମାନପତ୍ର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ପାତ୍ର ଖୁବ୍ କମ୍ ସମୟ ଭିତରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ସଫଳତା ଅର୍ଜନ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସଫଳତା ପାଇବା ପରେ ସେ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS