BREAKING
Loading...
:

ରାସନକାର୍ଡ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବନି ଗହମ । ଡିଲରମାନଙ୍କୁ ହ୍ବାଟସଆପ୍ ମେସେଜ୍ କରି ଜଣାଇଲେ ସରକାର

 ରାସନକାର୍ଡ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବନି ଗହମ । ଡିଲରମାନଙ୍କୁ ହ୍ବାଟସଆପ୍ ମେସେଜ୍ କରି ଜଣାଇଲେ ସରକାର

ଗତ ଅକ୍ଟୋବର ମାସରୁ ରାସନ କାର୍ଡରେ ଖାଉଟିଙ୍କୁ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ।


ଭୁବନେଶ୍ଵର (ମଣିଭଦ୍ରା ଖବର) ଏମିତି କି କିଛି ଡିଲର ପଏଣ୍ଟକୁ ଗହମ ପହଁଚି ଥିବା ମନ୍ତ୍ରୀ କହିଥିଲେ । ହେଲେ ଅଚାନକ ଭାବରେ ଗହମ ବଣ୍ଟନ ନକରିବାକୁ କହିଛି ଯୋଗାଣ ବିଭାଗ । ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ ବି ମୋବାଇଲ ମେସେଜ୍ ଜରିଆରେ ଡିଲରମାନଙ୍କୁ ଗହମ ନ ବାଣ୍ଟିବାକୁ କୁହାଯାଇଛି । ଯଦିଓ କେବେ ଯାଏଁ ଗହମ ମିଳିବ ନାହିଁ ସେ ନେଇ ଉଲ୍ଲେଖ କରି ନାହାଁନ୍ତି, ହେଲେ ଡ଼ିସେମ୍ବର ଯାଏଁ ବନ୍ଦ ରହିବ ଏହା ଏକପ୍ରକାର ସ୍ପଷ୍ଟ ହୋଇଛି । କାରଣ ମଙ୍ଗଳ ବାର ମୁଖ୍ୟମନ୍ତ୍ରୀ ୩ ମାସ ପାଇଁ ଅଗ୍ରୀମ ମୁଣ୍ଡପିଛା ୧୫ କେଜି ଚାଉଳ ଦେବାକୁ ଘୋଷଣା କରିଛନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS