*୨୩ରୁ ୨୫ ବର୍ଷା: IMD ଡିଜି*
*-ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜିଙ୍କ ସୂଚନା*
*-‘୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ’*
*-‘ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ ହେବ’*
*-‘୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ’*
*-‘ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ’*
*-‘୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ମନା’*
*-‘ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀଜୀ ୨୧ ସୁଦ୍ଧା ଫେରିଆସନ୍ତୁ’*
*-‘୨୩ରୁ ୨୫ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ’*
*-‘ଲଘୁଚାପ ସୃଷ୍ଟି ପରେ କେଉଁ ଜିଲ୍ଲାରେ କିପରି ପ୍ରଭାବ ରହିବ ଜଣାପଡ଼ିବ’*
*-‘ଉତ୍ତର ଆନ୍ଧ୍ର , ଓଡ଼ିଶା , ପଶ୍ଚିମବଙ୍ଗ , ବାଂଲାଦେଶ ଉପରେ ପ୍ରଭାବ ରହିବ’!.*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق