*୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ*
*ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳିବ ମାଗଣା ଚାଉଳ*
*ପୋଷଣଯୁକ୍ତ ମାଗଣା ଚାଉଳ ବଣ୍ଟନ ନେଇ କ୍ୟାବିନେଟ ନିଷ୍ପତ୍ତି*
*ରକ୍ତ ହୀନତା ଓ ଅପପୁଷ୍ଟି ରୋକିବାରେ ସହାୟକ ହେବ ପୋଷଣଯୁକ୍ତ ଚାଉଳ*
*୮୦ କୋଟି ହିତାଧିକାରୀ ଉପକୃତ ହେବେ*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق