BREAKING
Loading...
:

ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ବାମୀ


 *ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ବାମୀ 

*-ବ୍ରହ୍ମଗିରି: କଟୁରୀ ଚୋଟରେ ୬ ମାସର ପୁତୁରା ଓ ସ୍ତ୍ରୀ ଗୁରୁତର*

*-ପାରିବାରିକ କଳହକୁ ନେଇ କୁସୁବେଣ୍ଟି ଗାଁରେ ଘର ଜ୍ୱାଇଁର ଆକ୍ରମଣ*

*-ଗୁରୁତର ପୁତୁରାକୁ ପୁରୀ ଓ ସ୍ତ୍ରୀକୁ ରେବଣା ନୂଆଗାଁ ହସ୍ପିଟାଲ୍‌ରେ ଭର୍ତ୍ତି*

*-ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖି ପୋଲିସର ପଚରାଉଚରା!.*

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS