BREAKING
Loading...
:

ରେପୋ_ରେଟ୍‌_ଅପରିବର୍ତ୍ତିତ

 

ରେପୋ_ରେଟ୍‌_ଅପରିବର୍ତ୍ତିତ

*-ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI*

*-ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ*

*-୬.୫%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌.*

*-ସୂଚନା ଦେଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ*

*-ରେପୋ ରେଟ୍‌ ଅପରିବର୍ତ୍ତିତ ଯୋଗୁଁ EMIରେ ପରିବର୍ତ୍ତନ ହେବନି*

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS