BREAKING
Loading...
:

ଗୋପିନାଥପୁର ଟି ସେତୁରେ ଦୁର୍ଘଟଣା ଦୁଇ ଜଣ ଆହତ

 ଗୋପିନାଥପୁର ଟି- ସେତୁରେ ଦୁର୍ଘଟଣା ଦୁଇ ଜଣ ଆହତ 

କଟକ (ମଣିଭଦ୍ରା ଖବର) ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଟି ସେତୁ ଉପରେ ଦୁର୍ଘଟଣା । ସୂଚନାରୁ ପ୍ରକାଶ ଯେ ଏକ ଅଜଣା କାର ଚାଳକ ରାସ୍ତା ଉପରେ କାର ରଖି ମୋବାଇଲ ରେ ଭିଡିଓ କରୁଥିଲେ ଯାହା ଫଳରେ ରାସ୍ତାରେ ବିଶେଷ ଜାଗା ନଥିବାରୁ ଏକ ପିକପ୍ ଗାଡିରେ ବାଇକ ଧକ୍କା ହେଇଥିଲା। 

ଏହି ଦୁର୍ଘଟଣାରେ ବାଇକ ଆରୋହୀ ରିନା ରାଉତ, ଶିବ ପ୍ରସାଦ ରାଉତ ଆହତ ହୋଇଥିଲେ। ସେମାନଙ୍କୁ ବଡ଼ମ୍ବା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେମାନଙ୍କ ଘର ସଙ୍ଖାମେରୀ ଗ୍ରାମର ବୋଲି ଜଣାପଡ଼ିଛି।।

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS