*‘୨/୪ ଦିନରେ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ’*
*-ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା*
*-‘ଜିପିଆର୍ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆସିବ’*
*-‘ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ’*
*-‘ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନିଷ୍ପତ୍ତି ନେବେ‘*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
*-’ଯଦି କିଛି ନାହିଁ , ରିପୋର୍ଟ ଆସିବା ପରେ ଏଏସ୍ଆଇ ମରାମତି କରିବ.*


Post a Comment