BREAKING
Loading...
:

ଧୁମ ଧାମ ରେ ଚାଲିଛି ଶ୍ରୀ ଶ୍ରୀ ଶ୍ରୀ ମାଁ ଗଂଗାଚଣ୍ଡୀ ଙ୍କ ନବରାତ୍ରି ପୂଜା

 ଧୁମ ଧାମ ରେ ଚାଲିଛି ଶ୍ରୀ ଶ୍ରୀ ଶ୍ରୀ ମାଁ ଗଂଗାଚଣ୍ଡୀ ଙ୍କ ନବରାତ୍ରି ପୂଜା 

   


  ଭୁବନେଶ୍ଵର (ମଣିଭଦ୍ରା ଖବର ) ଆଜି ନବରାତ୍ର ପୂଜା ର ଚତୁର୍ଥ ଦିବସରେ ମାଁ ଭକ୍ତ ମାନଙ୍କୁ ମାଁ ଶ୍ରୀ ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଇ ଭକ୍ତ ମାନଙ୍କୁ ଅତ୍ୟନ୍ତ ମନ୍ତ୍ର ମୁଗ୍ଧ କରି ଥିଲେ ଫଳରେ ଭକ୍ତମାନେ ମାଁ ଙ୍କ ଜୟ ଜୟ କାରରେ ଓ ହୁଳହୁଳିରେ ପୀଠ ସ୍ଥଳୀ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହାଇ ନିତ୍ୟ ପୂଜା ବିଡି ବିଧାନ ସହ ହୋମଦୀ କର୍ମ ସହ ପ୍ରସlଦ ସେବନ ହାଇ ମାଁ ଙ୍କ ନବରାତ୍ରି ପୂଜାର ଚତୁର୍ଥୀ ଦିନାତ୍ମକ ପୂଜା ସମାପନ ହାଇ ଥିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS