BREAKING
Loading...
:

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଂଗ୍ରେସ ନେତାକୁ ହତ୍ୟା

 ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଂଗ୍ରେସ ନେତାକୁ ହତ୍ୟା

ଭୁବନେଶ୍ଵର (ମଣିଭଦ୍ରା ଖବର) ହିଞ୍ଜିଳି ଥାନା ଅନ୍ତର୍ଗତ ବଡ଼ଖଣ୍ଡି ଗ୍ରାମ ନିକଟରେ କଂଗ୍ରେସ ନେତା ରାଜେନ୍ଦ୍ର ରେଡ଼ି ଅରଫ ରାଜୁ ରେଡ଼ିକୁ ହତ୍ୟା ହୋଇଛି । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୁତ୍ତମାନେ ରାଜୁଙ୍କ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 


Post a Comment

أحدث أقدم
Header ADS