ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ର 7 ଅସୁସ୍ଥ
କଟକ(ମଣିଭଦ୍ରା ଖବର) ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡ଼ାଳ ଗ୍ରାମରେ ବିଷାକ୍ତ ଛତୁ ଖାଇ ରବୀନ୍ଦ୍ର ଦଳେଇ ଙ୍କ ପରିବାର ର ରବୀନ୍ଦ୍ର ଦଳେଇ 60 ବର୍ଷ ଙ୍କ ସହିତ ପତ୍ନୀ ମଲ୍ଲୀ ଦଳେଇ 55 ବର୍ଷ ଦୁଇ ପୁଅ କୃଷ୍ଣଚନ୍ଦ୍ର ଦଳେଇ 38 ବର୍ଷ, ରଞ୍ଜନ ଦଳେଇ 26 ବର୍ଷ ଦୁଇ ବୋହୁ ସୀମାରାଣୀ ଦଳେଇ 19 ବର୍ଷ, ସରସ୍ବତୀ ଦଳେଇ 30 ବର୍ଷ, ନାତୁଣୀ ସୌମ୍ୟା ରାଣୀ ଦଳେଇ 9 ବର୍ଷ ବିଷାକ୍ତ ମୌଳା ଛତୁ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ନରସିଂହପୁର ମେଡିକାଲ କୁ ଆଣି ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
ମାନସ କୁମାର ସାହୁ, କଟକ


إرسال تعليق