BREAKING
Loading...
:

ନାଳରୁ ନବଜାତ ଶିଶୁ ଉଦ୍ଧାର

 ନାଳରୁ ନବଜାତ ଶିଶୁ ଉଦ୍ଧାର



ଭୂବନେଶ୍ବର(ମଣିଭଦ୍ରା ଖବର) ପୁଣି ଏକ ଶିଶୁକୁ ନାଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଗେଟବଜାର ସ୍ଥିତ ବଗୁଲି ସାହି ନାଳରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଶିଶୁଟି କାହାର ଜଣାପଡିନଥିବା ବେଳେ ଜୀବିତ ଥିବା ଜଣାପଡିଛି । ଶିଶୁଟିକୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଶିଶୁଟିର ପ୍ରାଥମିକ ଚିକିତ୍ସା ଚାଲିଛି । ଶିଶୁଟିକୁ ଦେଖିଲେ ସଦ୍ୟ ଜନ୍ମ ହୋଇଥିବା ଜଣାପଡ଼ୁଛି । ତେବେ ଜନ୍ମ କରି ନାଳରେ ଫିଙ୍ଗିବାର କ'ଣ କ'ଣ କାରଣ ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । 

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 


Post a Comment

أحدث أقدم
Header ADS