BREAKING
Loading...
:

ଦାସିଆ ଅଜା ଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ

 ଦାସିଆ ଅଜା ଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ





 ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗ୍ରାମ ରେ ଥିବା ପ୍ରକ୍ଷାତ ସଂଗ୍ରାହକ,ସାରସ୍ଵତ ସାଧକ ଦାସିଆ ଅଜାଙ୍କ ସାଧନା ପୀଠ ରେ ଦାସିଆ ଅଜାଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଦାସିଆ ଅଜା ଙ୍କ ନାତି ତଥା ଦାଶରଥି ସଂଗ୍ରହାଳୟ ର ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା। ନାମ,ସଙ୍କୀର୍ତ୍ତନ କରାଯିବା ସହ, ଦାସିଆ ଅଜାଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା।ଏହି ଶ୍ରାଦ୍ଧ ଦିବସରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି,ସାମ୍ବାଦିକ ଏବଂ ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ରହି ଦାସିଆ ଅଜାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।  


ରିପୋର୍ଟ ପୁଷ୍ପଲତା ପ୍ରଧାନ , ନୂଆଗାଁ 

Post a Comment

Previous Post Next Post
Header ADS