BREAKING
Loading...
:

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ଇଣ୍ଡିଆ ମେଣ୍ଟ ।

 



ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ଇଣ୍ଡିଆ ମେଣ୍ଟ ।

ପାଠ୍ୟପୁସ୍ତକ ତ୍ରୁଟି, MMDR ଆକ୍ଟ ସଂଶୋଧନରେ ରାଜସ୍ୱ ହାନି ଏବଂ ନିର୍ବାଚନ କମିଶନଙ୍କ ଆଚରଣ ବିରୋଧରେ ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଆହ୍ୱାନ ।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସୂଚନା; ବନ୍ଦକୁ ଶାନ୍ତିପୂର୍ଣ୍ଣ ସମର୍ଥନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ ।

ହଜାର ହଜାର କର୍ମୀ ଓ ସାଧାରଣ ଜନତା ଜେଲ୍‌‌ ଯିବାକୁ ପ୍ରସ୍ତୁତ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରେସ ବିବୃତ୍ତିରେ ସ୍ପଷ୍ଟ ।

କଂଗ୍ରେସ ଭବନରେ ବାମଦଳ, ସପା, ଆରଜେଡି, ଏନସିପି ଓ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ନିଆଗଲା ନିଷ୍ପତ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS