BREAKING
Loading...
:

ମାଆଙ୍କୁ ମାରି ଅଣାଯାଇଛି ଓରାଙ୍ଗଉଟାନ !

 



ମାଆଙ୍କୁ ମାରି ଅଣାଯାଇଛି ଓରାଙ୍ଗଉଟାନ !

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

ଏମାନଙ୍କର ମାଆଙ୍କୁ ମାରି ଅଣାଯାଇଥାଇପାରେ ,

ବନ୍ୟପ୍ରାଣୀ ବିଶେଷଜ୍ଞ କହିଲେ ଏଭଳି ତଥ୍ୟ-

ମାଆଠାରୁ ଛୁଆକୁ ଅଲଗା କରିବା ଏକ ପ୍ରକାର ଅସମ୍ଭବ ।

ଓରାଙ୍ଗଉଟାନଙ୍କୁ ନେଇ ନନ୍ଦନକାନନରେ ଭାବବିହ୍ବଳ ଦୃଶ୍ୟ ।

ମାଆଙ୍କୁ ଓରାଙ୍ଗଉଟାନ ଛୁଆ ମନେ ପକାଉଥିବା ଅନୁମାନ ।

ଖେଳିବା ପାଇଁ ଓରାଙ୍ଗଉଟାନଙ୍କୁ ଦିଆଗଲା କଣ୍ଢେଇ ।

କଣ୍ଢେଇ ପାଇବା ପରେ ଖେଳୁଛନ୍ତି ଓରାଙ୍ଗଉଟାନ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS