ବିଜୁଳି ବିଲ୍ରେ ଦେବାକୁ ପଡ଼ିବ ଟ୍ରାଫିକ୍ ଇ ଚାଲାଣ !
ବିଜୁଳି ବିଲ୍ରେ ଟ୍ରାଫିକ୍ ଇ-ଚାଲାଣ ଯୋଡ଼ିବାକୁ ସରକାରଙ୍କୁ ପ୍ରସ୍ତାବ ।
ଜରିମାନା ଆଦାୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ ।
ଏପରିକି ଚାଲାଣ ଭରୁ ନ ଥିବା ଗାଡ଼ିକୁ କଳା ତାଲିକାଭୁକ୍ତ ପ୍ରସ୍ତାବ ।
କେବଳ ଇ-ଚାଲାଣ କାଟିକା ଗୁରୁତ୍ବପୂର୍ଣ୍ଣ ନୁହେଁ, ଆଦାୟ ମଧ୍ୟ ଜରୁରୀ ।
ବିଦ୍ୟୁତ ବିଲ୍ରେ ଜରିମାନା ନ ଭରିଲେ ସଂଯୋଗ କାଟିବାକୁ ପରାମର୍ଶ ।
୪୫ ହଜାର କୋଟିର ଇ-ଚାଲାଣରୁ ମାତ୍ର ୨୫ ହଜାର କୋଟି ଆଦାୟ ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment