Home ୧୮ରେ ଶ୍ରୀମନ୍ଦିରରେ ASI ସର୍ଭେ Debi Prasad Dash July 03, 2026 0 *୧୮ରେ ଶ୍ରୀମନ୍ଦିରରେ ASI ସର୍ଭେ*।୧୮ରେ ଶ୍ରୀମନ୍ଦିର ମଧ୍ୟରେ ASI ଓ SJTAର ମିଳିତ ସର୍ଭେ ।ସକାଳ ୧୦ଟା ୩୦ ମିନିଟରେ ଆରମ୍ଭ ହେବ ସର୍ଭେ.ଗର୍ଭଗୃହ, ଜଗମୋହନ ଓ ନାଟ୍ୟମଣ୍ଡପର ସର୍ଭେ କରାଯିବା ନେଇ ସୂଚନା ।ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment