BREAKING
Loading...
:

ବାସ ଭବନ ଓ ଗୋଦାମ ରେ ଏସି ଫାଟି ବ୍ୟାପକ ନିଆଁ

 ବାସ ଭବନ ଓ ଗୋଦାମ ରେ  ଏସି ଫାଟି ବ୍ୟାପକ ନିଆଁ ।



ଟିଟିଲାଗଡ - ଟିଟିଲାଗଡ ୱାର୍ଡ ନମ୍ବର ୧୨ ସ୍ଥିତ ସ୍ବର୍ଗତ ଦଶରଥ ସାହୁଙ୍କ  ଙ୍କ ବାସ ଭବନରେ ଏସି ଫାଟି ନିଆଁ ଲାଗିବା ଓ ଲାଗି ରହିଥିବା ଗୋଦାମ ରେ ମଧ୍ୟ ନିଆଁ ଲାଗି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ରେ ଲାଗିଛନ୍ତି । ତେବେ ନିଆଁ ଘରର ଅନ୍ଯ ପଟେ ମଧ୍ୟ ବ୍ୟାପି ଯିବା ସହ ବହୁ ପରିମାଣରେ ଘରର ଆସବାବ ପତ୍ର ପୋଡି ଯିବା ସହ ସେହି ଅଞ୍ଚଳ ଧୂଆଁ ମୟ ହୋଇଯାଇଛି। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରି ସମସ୍ତ ପରିସ୍ତିତିକୁ କାବୁ କରିପାରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS