BREAKING
Loading...
:

ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ମନମାନି

 



କୁକୁଡାଖଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାଯ୍ୟାଳୟ ରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସିମାଞ୍ଚଳ କାଜି ପ୍ରାୟ ଅନୁପସ୍ଥିତ ରହୁଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଥିଲେ ମଧ୍ୟ ଉଚ୍ଚ ପ୍ରଦସ୍ଥ ଅଧିକାରୀଙ୍କ ନଜର ପଡ଼ୁନାହିଁ l ଶ୍ରୀଯୁକ୍ତ କାଜି MDM ( ମଧ୍ୟାନ୍ନ ଭୋଜନ ) ଦାଇତ୍ୱରେ ମଧ୍ୟ ଅଛନ୍ତି l ସେ କାଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଯୋଗୁଁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଅବବସ୍ଥା ରେ ପରିଣତ ହୋଇଛି l ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶକ ତାଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରି କହି ବୁଲୁଥିବା ମଧ୍ୟ ଅଭିଯୋଗ ହେଉଛି l ବିଭାଗୀୟ ଉଚ୍ଚ କତ୍ରୁପକ୍ଷ ଦୃଷ୍ଟି ଦେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS