BREAKING
Loading...
:

ଅପହରଣ ଉଦ୍ୟମ ପଣ୍ଡ; ୩ ଅଟକ

 



ଅପହରଣ ଉଦ୍ୟମ ପଣ୍ଡ; ୩ ଅଟକ

ଭଦ୍ରକ: ଅପହରଣ ଉଦ୍ୟମ ପଣ୍ଡ; ଅପହୃତ ଉଦ୍ଧାର, ୩ ଅପହର୍ତ୍ତା ଅଟକ#

ଟାଉନ ଥାନା ପେଟ୍ରୋଲ୍‌ ପମ୍ପ୍‌ ପାଖରୁ ଅପହରଣ କରି ଚମ୍ପଟ୍‌ ବେଳେ କାବୁ,

ଗଞ୍ଜାମରୁ ୫ ଅପହର୍ତ୍ତା ଆସି ଅପହରଣ କରି ନେଉଥିଲା ବେଳେ ଧରାପଡ଼ିଲେ,

କାର୍‌ରେ ଅପହରଣ ବେଳେ ୩ ଧରାପଡ଼ିଲେ, ବାଇକ୍‌ରେ ଥିବା ୨ ଜଣ ଚମ୍ପଟ୍‌,

ଉଦ୍ଧାର ପାଇଥିବା ବ୍ୟକ୍ତି ଜଣକ କଟକର, ଭଦ୍ରକରେ ରହୁଥିଲେ,

କାଜୁ ବ୍ୟବସାୟ ପାଇଁ ୭୦ ଲକ୍ଷ ଆଣି ଫେରାଉ ନ ଥିବା ଅଭିଯୋଗ,

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS