BREAKING
Loading...
:

ପୁରୁଷତ୍ତମପୁର ରେ ବିଦେଶୀ ମଦ ଜବତ

 ପୁରୁଷତ୍ତମପୁର ରେ ବିଦେଶୀ ମଦ ଜବତ #




କୌଣସି ଏକ ନିର୍ଦ୍ଧିଷ୍ଟ ସୂତ୍ର ରୁ ଖବର ପାଇବା ମାତ୍ରେ ଅବକାରୀ ବିଭାଗ ର ସବ୍ ଇନ୍ସପେକ୍ଟର E•I& E•B,ୟୁନିଟ - II (SD) ବ୍ରହ୍ମପୁର ଙ୍କ ନିର୍ଦ୍ଦେଶ କ୍ରମେଏକ ସ୍ଵତନ୍ତ୍ର ଟିମ୍ ସହ ପୁରୁଷତ୍ତମପୁର ଓଡ଼ିଆଣୀ ଢାବା ରେ କିଛି ବିଦେଶୀ ମଦ ମିଳିତ ଭାବେ ଚଢ଼ାଉ କରିଥିଲେ।ସେଗୁଡିକ ହେଲା ୧୧•୩୪୦ଲିଟର IMFL ବିଭିନ୍ନ ବ୍ରାଣ୍ଡ ର ଓ ୨୪ •୭୦୦ଲିଟର ବିୟର ବିଭିନ୍ନ ବ୍ରାଣ୍ଡ ର।ଚଢ଼ାଇ ସମୟ ରେ ଯେଉଁ ବ୍ୟକ୍ତି ସଂପୃକ୍ତ ଥିଲେ ସେ ହେଲେ ସଚିଦ୍ର ଦାସ, ପିତା - ପଦ୍ମଲୋଚନ ଦାସ, ଗ୍ରାମ - ଭାଟଗୁମୁଡ଼ା, PS - ପୁରୁଷୋତ୍ତମପୁର , ଜିଲ୍ଲା - ଗଞ୍ଜାମ ଆରେଷ୍ଟ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଉକ୍ତ ମିଳିତ ଚଢ଼ାଉ ସମୟ ରେ  ଯେଉଁ ମାନେ ଉକ୍ତ କ।ର୍ଜ୍ୟରେ ସହଯୋଗ କରିଥିଲେ ସେମାନେ ହେଲେ - 

 ସଙ୍ଗୀତା ମହାପାତ୍ର,SI Sadar,

ପ୍ରବୀର ସାମଲ,

ସରୋଜ ସ୍ବାଇଁ ,

ଭଗବାନ ହେମ୍ରମ,

ସୁମିତ୍ରା ସାହୁ ,

ଏବଂ ସଞ୍ଜୟ ପାତ୍ର, ଡ଼୍ରାଇଭର,ପ୍ରମୁଖ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS