*ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ ଢାଞ୍ଚା ଗତ ତୃଟି ଘଟଣାରେ ପୂର୍ବ ବିଜେଡ଼ି ସରକାରଙ୍କ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ମେୟର ଙ୍କୁ ଦାୟୀ କଲେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା l ବିଜେଡିର ପୁର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ବ୍ରହ୍ମପୁର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଙ୍କ ଜାଗା ଯାଉଥିଲା ବୋଲି ହୋଇଥିଲା ଡିପିଆର ପରିବର୍ତନ । ଯେଉଁ ଇଞ୍ଜିନିୟର ଡିପିଆର ପରିବର୍ତ୍ତନ କରିଛନ୍ତି,ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା ।


Post a Comment