BREAKING
Loading...
:

24 ଟି ବିଜ୍ଞାପିତ ପରିଷଦ, 5 ଟି ପୌର ପରିଷଦ କୁ ଅନୁମତି

 



ଗତ ଅଗଷ୍ଟ 31 ରେ ସ୍ବୟତ୍ତ୍ ଶାସନ ଦିବସ ଅବସରରେ ସମୁଦାୟ 28 ଟି NAC, 7 ଟି ମୁନିସିପାଲିଟି , ପୁରୀ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ସମୁଦାୟ 36 ଟି ନୂଆ ସହର ସୃଷ୍ଟି କରିବାକୁ ଘୋଷଣା କରିଥିଲେ। ଯେଉଁଥିପାଇଁ ଚିଠା ପ୍ରସ୍ତାବ ପ୍ରକାଶ ପାଇଥିଲା।*


*ଆଜି ଫାଇନାଲ ବିଜ୍ଞପ୍ତି ରେ 24 ଟି ବିଜ୍ଞାପିତ ପରିଷଦ, 5 ଟି ପୌର ପରିଷଦ କୁ ଅନୁମତି ମିଳିଛି। ନୂଆ ସହରକୁ ମିଶାଇଲେ ରାଜ୍ୟରେ ମୋଟ 53 ମ୍ୟୁନିସପାଲିଟି, 86 ଏନଏସି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS