ବିସ୍ଫୋରଣ_ପୂର୍ବରୁ_ରେକି_କରିଥିଲା_ଉମର !
-ଲାଲ୍କିଲ୍ଲା ବିସ୍ଫୋରଣ: ସିସିଟିଭି ଫୁଟେଜରୁ ଆସିଲା ସାଙ୍ଘାତିକ ତଥ୍ୟ
-ବିସ୍ଫୋରଣ କରିଥିବା i20 କାର୍ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଉମର
-ବିସ୍ଫୋରଣ ପୂର୍ବରୁ ୬ ଜିଲ୍ଲାର ୧୨ରୁ ଅଧିକ ସ୍ଥାନରେ ଚକ୍କର କାଟିଥିଲା
-ଫରିଦାବାଦ୍ରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା
-ସାଉଥ୍ ଇଷ୍ଟ୍ ଦିଲ୍ଲୀ, ଇଷ୍ଟ୍ ଦିଲ୍ଲୀ, ସେଣ୍ଟ୍ରାଲ୍ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲିଥିଲା
-ଅଶୋକ ବିହାର, ରୋହତକ୍ ରୋଡ୍, କାଶ୍ମିରୀ ଗେଟ୍, ଦରିଆଗଞ୍ଜ ଯାଇଥିଲା
-ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ନିକଟ ଏକ ଢାବାରେ ଉମରକୁ ଦେଖିବାକୁ ମିଳିଥିଲା
-ବିସ୍ଫୋରଣ ପୂର୍ବରୁ ଆତଙ୍କୀ ଡାକ୍ତର ଉମର ରେକି କରୁଥିବା ଅନୁମାନ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment