BREAKING
Loading...
:

ଜୟଙ୍କ ବିଜୟ ଶୋଭାଯାତ୍ରା, ବିଜେପି ଶିବିରରେ ଉତ୍ସାହ

 ଜୟଙ୍କ ବିଜୟ ଶୋଭାଯାତ୍ରା, ବିଜେପି ଶିବିରରେ ଉତ୍ସାହ




ନୂଆପଡା (ମଣିଭଦ୍ରା ଖବର) ନୂଆପଡ଼ାରେ ରେକର୍ଡ ବିଜୟ ପରେ ଶୋଭାଯାତ୍ରା କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଖରିଆର ରୋଡ୍‌ରେ ନିଜ ପରିବାର ସଦସ୍ୟଙ୍କ ସହିତ ଜୟ ଶୋଭାଯାତ୍ରା କରି ଖୁସି ମନାଇଛନ୍ତି। ଏହି ବିଜୟର ଶ୍ରେୟ ସେ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋ ବାପାଙ୍କ ବିଜୟ ହୋଇଛି ବୋଲି ଜୟ କହିଛନ୍ତି।


ସେହିପରି ନୂଆପଡ଼ାରେ ବିଜେପିର ବିଭିନ୍ନ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। କର୍ମୀ ଏବଂ ସମର୍ଥକମାନେ ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS