Home ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ସଦସ୍ୟ, ଜଣେ ଏବେ ବି ନିଖୋଜ Debi Prasad Dash September 05, 2025 0 *ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ସଦସ୍ୟ, ଜଣେ ଏବେ ବି ନିଖୋଜ।**ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଅଘଟଣ।* *ପଣ୍ୟ ଖଲାସ କରୁଥିବା ସମୟରେ ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ।ଏବେ ବି ନିଖୋଜଙ୍କ ପତ୍ତା ମିଳିନାହିଁ ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment